ଖୁବ୍ Khub

  • ବୈଦେ. କ୍ରି. ବିଣ. (ଫା. ଖୁବ୍=ଉତ୍ତମ) — ଅତ୍ୟନ୍ତ — Exceedingly; excessively; very; greatly; too much
  • ବୈଦେ. କ୍ରି. ବିଣ. (ଫା. ଖୁବ୍=ଉତ୍ତମ) — ଆଚ୍ଛାକରି; ଉତ୍ତମରୂପେ — Well; thoroughly; very much
  • ବିଣ. — ଆତ୍ୟନ୍ତିକ; ବେଜାୟ୍; ଅତିରିକ୍ତ — Excessive; too much
  • ବିଣ. — ଉତ୍ତମ — Good; excellent
  • ବିଣ. — ପ୍ରଶଂସାର୍ହ — Praise-worthy