ଖୁଦ୍ Khud

  • ବୈଦେ. ଅ. (ଫା. ଖୁଦ୍) — ଖୋଦ୍; ସ୍ୱୟଂ; ନିଜେ — One's self
  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଖୁଦ; କ୍ଷୋଦ) — ଖୁଦ — Broken particles of rice; fragments of grains of rice