ଖୁକୀ Khukī

  • ପ୍ରାଦେ. ବି.—(ମେଦିନୀପୁର; ବାଲେଶ୍ୱର ଓ ବଙ୍ଗାଳୀଙ୍କ ପ୍ରଭାବରେ ପ୍ରଭାବିତ ବଂଶ) — ଖୁକାର ସ୍ତ୍ରୀଲିଙ୍ଗ — Feminine of Khukā
  • ପ୍ରାଦେ. (ସମ୍ବଲପୁର) ବିଣ — ଅସଭ୍ୟ — Uncivilised; rude; barbarious
  • ପ୍ରାଦେ. (ସମ୍ବଲପୁର) ବିଣ — ଅସୁନ୍ଦର — Uncouth
  • ପ୍ରାଦେ. (ସମ୍ବଲପୁର) ବିଣ — ସାଧାରଣ; ଇତର — General (public)