ଖୁଆଡ଼ Khuāṟḍ̠a
- ଦେ. ବି. (ସଂ. କ୍ଷୋଡ଼=ଆଲାନ, ଗଜ ବନ୍ଧନସ୍ତମ୍ଭ; ତୁଳ, ହି. ଖୋୱାର=ଶୂକର ରକ୍ଷାସ୍ଥାନ) — ଗୋରୁ ଆଦି ରହିବାର ବାଡ଼ାବନ୍ଦି ସ୍ଥାନ; ମେଲା ଗୁହାଳ — Cattle-pen; enclosure for cattle
- ଦେ. ବି. (ସଂ. କ୍ଷୋଡ଼=ଆଲାନ, ଗଜ ବନ୍ଧନସ୍ତମ୍ଭ; ତୁଳ, ହି. ଖୋୱାର=ଶୂକର ରକ୍ଷାସ୍ଥାନ) — ଗୋରୁଗୋଠ — A flock of cattle
- ଦେ. ବି. (ସଂ. କ୍ଷୋଡ଼=ଆଲାନ, ଗଜ ବନ୍ଧନସ୍ତମ୍ଭ; ତୁଳ, ହି. ଖୋୱାର=ଶୂକର ରକ୍ଷାସ୍ଥାନ) — କାଞ୍ଜିହାଉଦା — A pound for cattle
- ଦେ. ବି. (ସଂ. କ୍ଷୋଡ଼=ଆଲାନ, ଗଜ ବନ୍ଧନସ୍ତମ୍ଭ; ତୁଳ, ହି. ଖୋୱାର=ଶୂକର ରକ୍ଷାସ୍ଥାନ) — ପ୍ରାଚୀରବେଷ୍ଟିତ ଖଞ୍ଜା ବା ଅଗଣା — Court-yard