ଖିଲିଜୀ Khilijī

  • ବୈଦେ. ବି. (ନାମ) (ଫା. ଖିଲ୍ଜୀ) — ଆଫଗାନୀସ୍ଥାନର ସୀମାବାସୀ ପଠାଣ ଜାତିବିଶେଷ — A tribe of Pathans inhabiting the Afghan border
  • ବୈଦେ. ବି. (ନାମ) (ଫା. ଖିଲ୍ଜୀ) — [ଦ୍ର—ଏହି ବଂଶର ରାଜାମାନେ ଭାରତବର୍ଷରେ ଖ୍ରୀ 1288 ସାଲଠାରୁ 1327 ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ଆଲ୍ଲାଉଦ୍ଦିନ୍ ଏହି ବଂଶୀୟ ରାଜାମାନଙ୍କ ମଧ୍ୟରେ ପ୍ରସିଦ୍ଧ ସମ୍ରାଟ ଥିଲେ।] — [ଦ୍ର—ଏହି ବଂଶର ରାଜାମାନେ ଭାରତବର୍ଷରେ ଖ୍ରୀ1288ସାଲଠାରୁ1327ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ଆଲ୍ଲାଉଦ୍ଦିନ୍ ଏହି ବଂଶୀୟ ରାଜାମାନଙ୍କ ମଧ୍ୟରେ ପ୍ରସିଦ୍ଧ ସମ୍ରାଟ ଥିଲେ]