ଖିଆ Khiā
- ଦେ. ବି. (ସଂ.ଖାଦ ଧାତୁ) — ଭୋଜନ; ଖାଇବା — Eating
- ଦେ. ବି. ପୁଂ. (ସଂ. ଖାଦକ; ଅନ୍ଯ ଶଦ୍ଦ ସଙ୍ଗେ ବ୍ଯବହୃତ ଯଥା—ହେଡ଼ାଖିଆ) — ଖାଦକ; ଭୋଜନକାରୀ — Eating
- ଦେ. ବି. ପୁଂ. (ସଂ. ଖାଦକ; ଅନ୍ଯ ଶଦ୍ଦ ସଙ୍ଗେ ବ୍ଯବହୃତ ଯଥା—ହେଡ଼ାଖିଆ) — ବିଲୁଆ ବୋଇଲା ମୁଁ ମଡ଼ାଖିଆ ଜାତି। କୃଷ୍ଣସିଂହ. ମହାଭାରତ. ଶାନ୍ତ।
- ଦେ. ବି. ପୁଂ. (ସଂ. ଖାଦକ; ଅନ୍ଯ ଶଦ୍ଦ ସଙ୍ଗେ ବ୍ଯବହୃତ ଯଥା—ହେଡ଼ାଖିଆ) — ଭୋଗୁଥିବା — Undergoing
- ଦେ. ବି. ପୁଂ. (ସଂ. ଖାଦକ; ଅନ୍ଯ ଶଦ୍ଦ ସଙ୍ଗେ ବ୍ଯବହୃତ ଯଥା—ହେଡ଼ାଖିଆ) — (ଯଥା—ମାଡ଼ଖିଆ।)
- ଦେ. ବି. ପୁଂ. (ସଂ. ଖାଦକ; ଅନ୍ଯ ଶଦ୍ଦ ସଙ୍ଗେ ବ୍ଯବହୃତ ଯଥା—ହେଡ଼ାଖିଆ) — ଭୁକ୍ତ (ବିପରୀତ—ଅଖିଆ) — One who has already had his meal