ଖାସ୍ Khās

  • ବୈଦେ. ବିଣ (ଫା. ଖାସ୍) — ବିଶିଷ୍ଟ — Peculiar; special; particular
  • ବୈଦେ. ବିଣ (ଫା. ଖାସ୍) — (ଯଥା—ଖାସ୍ କ୍ଷମତାପତ୍ର।)
  • ବୈଦେ. ବିଣ (ଫା. ଖାସ୍) — ସ୍ୱକୀୟ — One's own; private
  • ବୈଦେ. ବିଣ (ଫା. ଖାସ୍) — (ଯଥା—ଖାସ୍ଦଖଲ।)
  • ବୈଦେ. ବିଣ (ଫା. ଖାସ୍) — ବ୍ଯକ୍ତିଗତ — personal
  • ବୈଦେ. ବିଣ (ଫା. ଖାସ୍) — ଗଭର୍ଣ୍ଣମେଣ୍ଟଙ୍କ ନିଜ ଅଧିକୃତ (ଯଥା—ଖାସ୍ମାହାଲ।) — Belonging to Goverment
  • ବୈଦେ. ବିଣ (ଫା. ଖାସ୍) — ଜମିଦାର ବା ରାଜାଙ୍କ ନିଜ ଅଧିକୃତ — In the khas possession of the Zamindar or landlord
  • ବୈଦେ. ବିଣ (ଫା. ଖାସ୍) — (ଯଥା—ଖାସ୍ ଖମାର।)
  • ବୈଦେ. ବିଣ (ଫା. ଖାସ୍) — କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ନିଯୁକ୍ତ ବା ପ୍ରେରିତ — Specially engaged or sent for a particular object
  • ବୈଦେ. ବିଣ (ଫା. ଖାସ୍) — ବିଶିଷ୍ଟ ଉଦ୍ଦେଶ୍ୟ ପାଇଁ ରକ୍ଷିତ — Reserved for a special purpose
  • ବୈଦେ. ବିଣ (ଫା. ଖାସ୍) — (ଯଥା—ଖାସ୍ କାମରା।)
  • ବୈଦେ. ବିଣ (ଫା. ଖାସ୍) — ମୁଖ୍ୟ; ପ୍ରଧାନ — Chief; prominent