ଖାଲ୍ Khāl

  • ବୈଦେ. ବି. (ଫା. ଖାଲୀ=ନୀଚ ସ୍ଥାନ; ତୁଳ. ସଂ. ଖର୍ବ) — କମି ମୂଲ୍ୟ — Low price
  • ବୈଦେ. ବି. (ଫା. ଖାଲୀ=ନୀଚ ସ୍ଥାନ; ତୁଳ. ସଂ. ଖର୍ବ) — ଘାଟି; କ୍ଷତି; ଲୋକ୍ସାନ୍ — Loss
  • ବୈଦେ. ବି. (ଫା. ଖାଲୀ=ନୀଚ ସ୍ଥାନ; ତୁଳ. ସଂ. ଖର୍ବ) — ମୂଲ୍ୟର ହ୍ରାସ — The coming down of price