ଖାଲି Khāli
- ଦେ. ବିଣ. (ଫା) — ତୁଚ୍ଛା; ଶୂନ୍ଯଗର୍ଭ; ଶୂନ୍ଯ; ରିକ୍ତ — Empty; void
- ଦେ. ବିଣ. (ଫା) — ମାହାଳିଆ; ଫୋକଟ — Nominal; got gratis; gratuitous
- ଦେ. ବିଣ. (ଫା) — କର୍ମଶୂନ୍ଯ — Unemployed
- ଦେ. ବିଣ. (ଫା) — ଯେଉଁଠାରେ କେହି ନ ଥାଏ — Vacant; unoccupied
- ଦେ. ବିଣ. (ଫା) — କେବଳ ମାତ୍ର — Only; sole; mere
- ଦେ. ବିଣ. (ଫା) — ଦୈବ ନିର୍ଭରତା ଖାଲି ଆଳସ୍ୟ ଲକ୍ଷଣ। ଚିନ୍ତାମଣି. ବିକ୍ରମାଦିତ୍ୟ।
- ଦେ. ବିଣ. (ଫା) — ଏକାକୀ; ଯାହା ସଙ୍ଗେ କେହି ନ ଥାଏ — Single
- ଦେ. ବିଣ. (ଫା) — ରିକ୍ତହସ୍ତ — Empty-handed
- ଦେ. ବିଣ. (ଫା) — ଅନାବୃତ (ଶରୀର) — Bare; uncovered (body)
- ଦେ. ବିଣ. (ଫା) — ଅଳଙ୍କାରହୀନ (ଶରୀର) — Devoid of ornaments; unadorned (body)
- ଦେ. ବିଣ. (ଫା) — ଅମିଶ୍ରିତ — Unmixed
- ଦେ. ବିଣ. (ଫା) — (ଯଥା— ଖାଲି ସୁନା; ଖାଲି ଭାତ।)