ଖାର Khāra
- ସଂ. ବି. (ଖନ୍ ଧାତୁ= ଖୋଳିବା+ଅର) — 16 ଦ୍ରୋଣ ପରିମିତ ଶସ୍ୟର ପରିମାଣ ପାତ୍ରବିଶେଷ(= 16 ବା 64 ଆଢ଼କ) — 16ଦ୍ରୋଣ ପରିମିତ ଶସ୍ୟର ପରିମାଣ ପାତ୍ରବିଶେଷ(=16ବା64ଆଢ଼କ)—A measure of grain (=16 droṇas or 3 bushels.)
- ଦେ. ବି. (ସଂ. କ୍ଷାର; ପ୍ରା. ଖାର) — ଲବଣ ରସ — Saline taste
- ଦେ. ବି. (ସଂ. କ୍ଷାର; ପ୍ରା. ଖାର) — ବନ୍ଧୁ କଲି କି ଦୁର୍ବିଚାରକୁ ରେ ବର୍ଜିଲି ଖଣ୍ଡ ଅର୍ଜିଲି ଖାରକୁ ରେ। କବିସୂର୍ଯ୍ୟ. ସଙ୍ଗୀତ।
- ଦେ. ବି. (ସଂ. କ୍ଷାର; ପ୍ରା. ଖାର) — ସୋଡ଼ା — Potash
- ଦେ. ବି. (ସଂ. କ୍ଷାର; ପ୍ରା. ଖାର) — କଦଳୀ ବାସୁଙ୍ଗାର ପାଉଁଶ — Ashes of the dried bark or spathe of plantain tree
- ଦେ. ବି. (ସଂ. କ୍ଷାର; ପ୍ରା. ଖାର) — ପାଉଁଶକୁ ପାଣିରେ ଗୋଳାଇ ପାଉଁଶିମିଶା ଗୋଳିଆ ପାଣିକୁ ନିଗାଡ଼ି ଦେବା ପରେ ପାତ୍ର ତଳେ ଯେଉଁ ଧଳା ଲୁଣିଆ ରୁଆ ବା ମଣ୍ଡ ବସିଯାଏ; ସର୍ଜ — Alkali; saline matter deposited at the bottom of a pot after the ash-mixed water is poured out
- ଦେ. ବି. (ସଂ. କ୍ଷାର; ପ୍ରା. ଖାର) — ଭସ୍ମ; ପାଉଁଶ — Ashes
- ଦେ. ବି. (ସଂ. କ୍ଷାର; ପ୍ରା. ଖାର) — ଖାର ଅଙ୍ଗାର ଭସ୍ମ ଅଠା ଘରର ବାଡ଼ ସଜ କଣ୍ଟା। ଜଗନ୍ନାଥ. ଭାଗବତ।