ଖାପ Khāpa

  • ଦେ. ବି. (ଫା. ଖାମ୍=ଲଙ୍ଗାପା; ତୁଳ ସଂ. କବଳ) — ଅସିକୋଷ; ଖଣ୍ଡାର ଖୋଳ — Sheath; scabbard
  • ଦେ. ବି. (ଫା. ଖାମ୍=ଲଙ୍ଗାପା; ତୁଳ ସଂ. କବଳ) — ଅର୍ଜୁନ ତା ଦେଖି ଖାପରୁ ଖଣ୍ଡା ଫେଇ। କୃଷ୍ଣସିଂହ. ମହାଭାରତ. ବନ।
  • ଦେ. ବି. (ଫା. ଖାମ୍=ଲଙ୍ଗାପା; ତୁଳ ସଂ. କବଳ) — ମେଳ — Coincidence; agreement
  • ଦେ. ବି. (ଫା. ଖାମ୍=ଲଙ୍ଗାପା; ତୁଳ ସଂ. କବଳ) — ବସ୍ତ୍ରର ସୂତାମାନଙ୍କ ମଧ୍ୟରେ ଥିବା ବ୍ଯବଧାନ ବା ଫାଙ୍କ — The space between the woof and warf of a cloth
  • ଦେ. ବି. (ଫା. ଖାମ୍=ଲଙ୍ଗାପା; ତୁଳ ସଂ. କବଳ) — ଖାନ୍ଦି (ଦେଖ) — Khāndi (See)
  • ପ୍ରାଦେ. ବି (ଗଞ୍ଜାମ)—ଘୋଡ଼ଣୀ — Cover, lid
  • ପ୍ରାଦେ. ବି (ସମ୍ବଲପୁର)—ଶସ୍ତ୍ରଦ୍ୱାରା ଛେଦିତ ଛିଦ୍ର ବା ରନ୍ଧ୍ର — A hole made by a cutting instrument
  • ଦେ. ବିଣ — ଖୁବ୍ ଗାଢ଼ଭାବରେ ବୁଣା ହୋଇଥିବା (ଲୁଗା) — Thickly and closely woven (cloth)