ଖାତ Khāta

  • ସଂ. ବି (ଖନ୍ ଧାତୁ=ଖୋଳିବା+କର୍ମ. ତ) — ଅଳ୍ପ ଗଭୀର କୂପ — A shallow well
  • ସଂ. ବି (ଖନ୍ ଧାତୁ=ଖୋଳିବା+କର୍ମ. ତ) — ଗର୍ତ୍ତ — Pit; hole; excavation
  • ସଂ. ବି (ଖନ୍ ଧାତୁ=ଖୋଳିବା+କର୍ମ. ତ) — ଗୁମ୍ଫା; ଗହ୍ୱର — Cavern; cave
  • ସଂ. ବି (ଖନ୍ ଧାତୁ=ଖୋଳିବା+କର୍ମ. ତ) — ଗଡ଼ଖାଇ; ପରିଖା — A moat; ditch
  • ସଂ. ବି (ଖନ୍ ଧାତୁ=ଖୋଳିବା+କର୍ମ. ତ) — ପହଣି — channel; trench
  • ସଂ. ବି (ଖନ୍ ଧାତୁ=ଖୋଳିବା+କର୍ମ. ତ) — ଆୟତକାର ପୋଖରୀ — An oblong pond
  • ସଂ. ବି (ଖନ୍ ଧାତୁ=ଖୋଳିବା+କର୍ମ. ତ) — (+ଭାବ. ତ) ଖୋଳିବା; ଖନନ — Digging
  • ଗ୍ରା (ପଦ୍ଯ) ବି — ଖାତକ; ଅଧମର୍ଣ୍ଣ — Borrower
  • ଗ୍ରା (ପଦ୍ଯ) ବି — ଆପେ ହୋଏ ମହାଜନ ଆପେ ସାଲ ଖାତ—ପ୍ରାଚୀ. ବ୍ରହ୍ମନିରୂପଣଗୀତା।
  • ସଂ. ବିଣ — ଖନିତ; ଖୋଳାହୋଇଥିବା — Dug; excavated
  • ସଂ. ବିଣ — ଚିରା ହୋଇଥିବା — Torn; rent