ଖାତା Khātā

  • ସଂ. ବି (ଖାତ+ଆ) — କୃତ୍ରିମ ଜଳାଶୟ — An artificial pond
  • ଦେ. ବି (ସଂ. ଖାତକ; ଖାତକର ବିବରଣ ପୁସ୍ତକ) — ହିସାବ ବହି — Account book; khata
  • ଦେ. ବି (ସଂ. ଖାତକ; ଖାତକର ବିବରଣ ପୁସ୍ତକ) — ଲେଖିବା ନିମନ୍ତେ ବନ୍ଧା ଯାଇଥିବା ବହି — A stitched book for writing
  • ଦେ. ବି (ସଂ. ଖାତକ; ଖାତକର ବିବରଣ ପୁସ୍ତକ) — ପଣ୍ଡାମାନଙ୍କର ନିଜ ନିଜ ଯାତ୍ରୀଙ୍କ ନାମଧାମ ଓ ଦସ୍ତଖତ୍ ଥିବା ପୁସ୍ତକ — The book containing particular address etc of the Pandas respective pilgrims
  • ଦେ. ବି (ସଂ. ଖାତକ; ଖାତକର ବିବରଣ ପୁସ୍ତକ) — ମହାଜନମାନଙ୍କ ଦୈନିକ ହିସାବ (ବିକ୍ରି ଖରଦି) ଲେଖା ହେବା ପୁସ୍ତକ — Daily account-book of a trader; daily ledger
  • ଦେ. ବି (ସଂ. ଖାତକ; ଖାତକର ବିବରଣ ପୁସ୍ତକ) — ମହାଜନମାନଙ୍କର ଯେଉଁ ବହିରେ ବେପାରୀ ଓ ଖାତକ ମାନଙ୍କର ନାମଧାମ ଓ ଦସ୍ତଖତ୍ ରହେ; କାରବାରୀ ଖାତା — Book embodying business-loans advanced to debtors and transactions made with debtors
  • ଦେ. ବି (ସଂ. ଖାତକ; ଖାତକର ବିବରଣ ପୁସ୍ତକ) — କାରବାରୀ ବହିରେ ବା ସେଟ୍ଲମେଣ୍ଟ ଖତିଆନରେ ଚଢ଼ା-ଯିବା ଗୋଟିଏ ଲୋକର ବିଷୟ — Separate items of individuals entered in the account book or Settlement Record of Rights