ଖାତର Khātara

  • ବୈଦେ. ବି. (ଫା. ଖାତିର) — ଅନୁରୋଧ; ଉପରୋଧ — Request
  • ବୈଦେ. ବି. (ଫା. ଖାତିର) — ଜାମିନ୍ — Security
  • ବୈଦେ. ବି. (ଫା. ଖାତିର) — ଧନ — Property; assets
  • ବୈଦେ. ବି. (ଫା. ଖାତିର) — ମନୋଯୋଗ — Attention; heed
  • ବୈଦେ. ବି. (ଫା. ଖାତିର) — ସୁନାମ — Credit; prestige
  • ବୈଦେ. ବି. (ଫା. ଖାତିର) — ଶ୍ରଦ୍ଧା — Attachment; affection
  • ବୈଦେ. ବି. (ଫା. ଖାତିର) — ମହତ୍ତ୍ୱ; ମର୍ଯ୍ୟାଦା; ସମ୍ମାନ; ଆଦର — Respect; honour
  • ବୈଦେ. ବି. (ଫା. ଖାତିର) — ବାଘସିଂହ ଉଆସରେ ମାଣିକର ଭାରି ଖାତର। ଫକୀରମୋହନ. ଛମାଣଆଠଗୁଣ୍ଠ।
  • ବୈଦେ. ବି. (ଫା. ଖାତିର) — ପରବାୟ୍; ପରେଇ — Care; regard
  • ବୈଦେ. ବି. (ଫା. ଖାତିର) — ପ୍ରତିପତ୍ତି — Influence
  • ବୈଦେ. ବି. (ଫା. ଖାତିର) — ଜାମିନ୍ଦାର୍; ପ୍ରତିଭୂ — Surety
  • ବୈଦେ. ଅ — (କିଛିକାଳ) ନିମନ୍ତେ; ସକାଶେ; ପାଇଁ — For (a fixed time.)