ଖାତକ Khātaka
- ସଂ. ବି. — (ଖାତ+ ସ୍ୱାର୍ଥରେ. କ)— ପରିଖା; ଗଡ଼ଖାଈ — A moat or ditch round a castle
- ସଂ. ବି. — (ଖାତ+ କୈ ଧାତୁ+ଅ)— ଅଧମର୍ଣ୍ଣ; ଯେଉଁ ବ୍ଯକ୍ତି ଋଣ କରେ — Debtor; borrower
- ସଂ. ବି. — ଋଣଗ୍ରସ୍ତ ବ୍ଯକ୍ତି; ଦେଏଣାଦାର; କରଜିଆ ଲୋକ — An indebted person
- ସଂ. ବି. — (ଖନ୍ ଧାତୁ+କତ୍ତୃ. ଅକ) ଖନକ — Digger; miner
- ସଂ. ବି. — ପରସୈନ୍ୟବିଦାରକ — One who pierces into the ranks of the enemy