ଖାକି Khāki
- ବୈଦେ. ବି. (ଫା. ଖାକ୍=ପାଉଁଶ; ଖାକୀ=ପାଉଁଶିଆ) — ପାଉଁଶିଆ ବର୍ଣ୍ଣର କନା; ମାଟିଆ ରଙ୍ଗର କନା — A kind of grey stuff
- ବୈଦେ. ବି. (ଫା. ଖାକ୍=ପାଉଁଶ; ଖାକୀ=ପାଉଁଶିଆ) — ଦେହରେ ପାଉଁଶ ବୋଳି ହେବା ସାଧୁସମ୍ପ୍ରଦାୟବିଶେଷ — A class of ascetics who besmear the body with ashes
- ବୈଦେ. ବିଣ — ପାଂଶୁବର୍ଣ୍ଣବିଶିଷ୍ଟ; ପାଉଁଶିଆ; ମାଟିଆ — Grey; ash coloured
- ବୈଦେ. ବିଣ — ଉପୋଷିତ; ଅଭୁକ୍ତ — Starving; famishing