ଖାଇ Khāi
- ଦେ. ବି — (ସଂ. ଖାତ; ଖାନ; ପ୍ରା. ଖାଇ)—ଗଡ଼ଖାଇ; ଗଡ଼ର ଚାରିପାଖ ବେଢ଼ିଥିବା କୃତ୍ରିମ ଖାଲ ବା ଜଳଖାତ; ଖନ୍ଦକ — Ditch; trench; moat round a castle
- ଦେ. ବି — (ସଂ. ଖାଦ ଧାତୁ)—ଆଖୁକୋହ୍ଲୁ ଆ; ଆଖୁକୁ ଚିପୁଡ଼ି ରସ ନିଗାଡ଼ିବା ଯନ୍ତ୍ରବିଶେଷ — Sugar-pressing machine
- ଦେ. ବି — କପାଖାଇ; କପାରୁ ମଞ୍ଜିକୁ ଅଲଗା କରି ତୂଳା ବାହାର କରିବା ଯନ୍ତ୍ରବିଶେଷ — Cotton-ginning machine
- ଦେ. ବି — (ସଂ. ଖାଦ୍ ଧାତୁ)—ଯେଉଁ ପାତ୍ରରେ କୌଣସି ଖାଇବା ଦ୍ରବ୍ୟ ରଖାଯାଏ — A plate for eating
- ଦେ. ବି — [ଯଥା—ଚୂନଖାଇ, ଲୁଣଖାଇ।]
- ଦେ. ପ୍ରତ୍ୟୟ — ଯେ କୌଣସି ପଦାର୍ଥ ଖାଏ — Eater
- ଦେ. ପ୍ରତ୍ୟୟ — (ଯଥା—କୋଚିଲାଖାଇ, ଖଙ୍କାରଖାଇ।)