ଖସଖସ Khasakhasa
- ଦେ. ଅ. (ଧ୍ୱନ୍ୟନୁକରଣ) — ଶୁଖିଲା ଲୁଗା ବା ଚମଡ଼ା ପରସ୍ପରସଙ୍ଗେ ଘସିହେବାର ଓ ଶୁଖିଲା ପତ୍ର ଉପରେ ପଦକ୍ଷେପ କରିବାର ଶବ୍ଦ — Rustling sound produced by treading on dry leaves or by the friction of dry and soft things, e.g. clothes, leather
- ଦେ. ଅ. (ଧ୍ୱନ୍ୟନୁକରଣ) — ଖସଖସିଆ (ଦେଖ) — Khasakhasiā (See)
- ପ୍ରାଦେ. (ସମ୍ବଲପୁର) ବି. (ସଂ. ଖସ୍ଖସ) — ପୋସ୍ତଦାନା — Poppy seed
- ବୈଦେ. (ଫା. ଖସ୍) — ବେଣାଚେର — The fibrous root of Beṇā grass