ଖଳବଳ Khaḻabaḻa

  • ଦେ. ବିଣ — ଭୀତ — Frightened
  • ଦେ. ବିଣ — ତ୍ରସ୍ତ ଓ କମ୍ପିତ; ତରଛ — Trembling through fright
  • ଦେ. ବିଣ — ବିଶେଷ ଭୟଯୋଗୁଁ ଇତସ୍ତତଃ ପଳାୟମାନ — Fleeing away in different directions through a sudden fright
  • ଦେ. ବିଣ — ସେ ପୃଥୀ ଜନ ଜନ୍ତୁ ହୋଇଲେ ଖଳବଳ ପକାଇ ପଶିଲେ ଯାଇ ପର୍ବତ କନ୍ଦର। ପୀତାମ୍ବର. ନୃସିଂହପୁରାଣ।
  • ଦେ. ବିଣ — ଅସ୍ଥିର — Restless
  • ଦେ. ବି. — ଗୋଳ; ହଲ୍ଲା — Noise; row; ado
  • ଦେ. ବି. — ଖଳବଳ ଲାଗିଥିବ ନିଶ୍ଚଳ ନୁହଇ— ପ୍ରାଚୀ. ଶ୍ରୀଗୁରୁଭକ୍ତିଗୀତା।