ଖଳତ Khaḻata

  • ପ୍ରାଦେ (ଗଞ୍ଜାମ) ବି (ସଂ. କଳହ ବା ଖଳତା) — କଳହ; ଦ୍ୱନ୍ଦ୍ୱ — Quarrel
  • ପ୍ରାଦେ (ଗଞ୍ଜାମ) ବି (ସଂ. କଳହ ବା ଖଳତା) — ଗୋଳମାଳ — Noise; row
  • ପ୍ରାଦେ (ଗଞ୍ଜାମ) ବି (ସଂ. କଳହ ବା ଖଳତା) — ଅନର୍ଥ — Dispute; misunderstanding