ଖଳତି Khaḻati

  • ସଂ. ବିଣ. ଫୁ. (ସ୍ଖଳ ଧାତୁ=ଖସିବା+ସଂଜ୍ଞାର୍ଥ. ଅତି) — ଟାଙ୍ଗରାମୁଣ୍ଡା — Bald-headed
  • ସଂ. ବି. — ଟାଙ୍ଗର ରୋଗ; ଇନ୍ଦ୍ରଲୁପ୍ତ ରୋଗ — Baldness