ଖର Khara
- ସଂ. ବି. (ଖ= ମୁଖବିବର+ଅଛି ଅର୍ଥରେ ର; ଯାହାର ବଡ଼ ପାଟି ଅଛି) — ଗର୍ଦ୍ଦଭ; ଗଧ — Ass
- ସଂ. ବି. (ଖ= ମୁଖବିବର+ଅଛି ଅର୍ଥରେ ର; ଯାହାର ବଡ଼ ପାଟି ଅଛି) — ବକ; ବଗ — Heron
- ସଂ. ବି. (ଖ= ମୁଖବିବର+ଅଛି ଅର୍ଥରେ ର; ଯାହାର ବଡ଼ ପାଟି ଅଛି) — ଅଶ୍ୱତର; ଖଚର — Mule
- ସଂ. ବି. (ଖ= ମୁଖବିବର+ଅଛି ଅର୍ଥରେ ର; ଯାହାର ବଡ଼ ପାଟି ଅଛି) — କାକ; କୁଆ — Crow
- ସଂ. ବି. (ଖ= ମୁଖବିବର+ଅଛି ଅର୍ଥରେ ର; ଯାହାର ବଡ଼ ପାଟି ଅଛି) — ରାବଣର ସାବତ ଭାଇ; ଦୈତ୍ୟବିଶେଷ — Name of a demon; younger step-brother of Rābaṇa
- ସଂ. ବି. (ଖ= ମୁଖବିବର+ଅଛି ଅର୍ଥରେ ର; ଯାହାର ବଡ଼ ପାଟି ଅଛି) — [ଦ୍ର—ରାମ ଏହାକୁ ଦଣ୍ଡକାରଣ୍ୟରେ ବିନାଶ କରିଥିଲେ।]
- ସଂ. ବି. (ଖ= ମୁଖବିବର+ଅଛି ଅର୍ଥରେ ର; ଯାହାର ବଡ଼ ପାଟି ଅଛି) — ଅସୁର — Demon
- ସଂ. ବି. (ଖ= ମୁଖବିବର+ଅଛି ଅର୍ଥରେ ର; ଯାହାର ବଡ଼ ପାଟି ଅଛି) — ବର୍ଷ ବା ଦେଶବିଶେଷ — Name of a country
- ସଂ. ବି. (ଖ= ମୁଖବିବର+ଅଛି ଅର୍ଥରେ ର; ଯାହାର ବଡ଼ ପାଟି ଅଛି) — ସୂର୍ଯ୍ୟାନୁଚର ବିଶେଷ — An attendant of the sun
- ସଂ. ବି. (ଖ= ମୁଖବିବର+ଅଛି ଅର୍ଥରେ ର; ଯାହାର ବଡ଼ ପାଟି ଅଛି) — ଶିବାନୁଚର ବିଶେଷ — An attendant of Ṡiba
- ସଂ. ବି. (ଖ= ମୁଖବିବର+ଅଛି ଅର୍ଥରେ ର; ଯାହାର ବଡ଼ ପାଟି ଅଛି) — ଘର୍ମ; ଝାଳ — Sweat
- ସଂ. ବି. (ଖ= ମୁଖବିବର+ଅଛି ଅର୍ଥରେ ର; ଯାହାର ବଡ଼ ପାଟି ଅଛି) — ଉଷ୍ଣତା — Warmth