ଖରଡ଼ Kharaṟḍ̠a

  • ଦେ. ବି. (ତୁଳ. ଆ. କାଲୀନ୍) — ଗାଲିଚା — A carpet
  • ଦେ. ବି. (ତୁଳ. ଆ. କାଲୀନ୍) — ମେଷଲୋମନିର୍ମିତ ମୋଟ ଆସନ — A thick seat made of wool
  • ଦେ. ବି. (ତୁଳ. ଆ. କାଲୀନ୍) — ଖରଡ଼ରେ ଦେବି ମୁଁ ଆଠର ସହସ୍ର—କୃଷ୍ଣସିଂହ. ମହାଭାରତ. ଉଦ୍ଧୋଗ।
  • ଦେ. ବି. (ତୁଳ. ଆ. କାଲୀନ୍) — ରଥ ଚକର କ୍ଷିପ୍ତ ଗତିକୁ ବାଧା ଦେବା ନିମନ୍ତେ ଚକର ଆଗରେ ରଖାଯିବା କାଠଖଣ୍ଡ — Short logs of wood used to be put befour the wheel of a car in motion to retard its progress; a clog
  • ଦେ. ବି. (ତୁଳ. ଆ. କାଲୀନ୍) — [ଦ୍ର—ଏହା ଦ୍ୱାରା ରଥର ଗତିକୁ ମଧ୍ୟ ବାଗେଇ ଦିଆଯାଏ। ଏହାର ଗୋଟିଏ ପାଖ ମୁନିଆଁ; ଭୂବନେଶ୍ୱର ଓ ପୁରୀର ରଥମାନ ଚଳିବା ସମୟରେ ତା ଆଗରେ ଖରଡ଼ା ପକାଇ ରଥର ଚକମାନଙ୍କ ଗତିର ଦିଗକୁ ନିୟନ୍ତ୍ରିତ କରାଯାଏ।]