ଖର୍ବ Kharba

  • ସଂ. ବି. (ଖର୍ବ ଧାତୁ=ଗମନ କରିବା; ଗର୍ବ କରିବା+କର୍ତ୍ତୃ. ଅ) 10000000000 ; ଏକ ସହସ୍ର କୋଟି ସଂଖ୍ୟା; ଦଶ ବୃନ୍ଦ — 0000000000; ଏକ ସହସ୍ର କୋଟି ସଂଖ୍ୟା; ଦଶ ବୃନ୍ଦ—. 0 billions in number
  • ସଂ. ବି. (ଖର୍ବ ଧାତୁ=ଗମନ କରିବା; ଗର୍ବ କରିବା+କର୍ତ୍ତୃ. ଅ) ବାରବୃନ୍ଦ ବା 12 ଶହ କୋଟି ସଂଖ୍ୟା — ବାରବୃନ୍ଦ ବା1ଶହ କୋଟି ସଂଖ୍ୟା— . 1 billions
  • ସଂ. ବି. (ଖର୍ବ ଧାତୁ=ଗମନ କରିବା; ଗର୍ବ କରିବା+କର୍ତ୍ତୃ. ଅ) କୁବେରଙ୍କ ନିଧିବିଶେଷ — One of the valuable gems of the Hindu God of Wealth
  • ସଂ. ବି. (ଖର୍ବ ଧାତୁ=ଗମନ କରିବା; ଗର୍ବ କରିବା+କର୍ତ୍ତୃ. ଅ) କୁବ୍ଜ ବୃକ୍ଷ; ରୁଢ଼ିଆ ଗଛ — A dwarfish tree; a tree of stunted growth
  • ସଂ. ବି. (ଖର୍ବ ଧାତୁ=ଗମନ କରିବା; ଗର୍ବ କରିବା+କର୍ତ୍ତୃ. ଅ) ଅଗଣନ; ଅଗଣତି ସଂଖ୍ୟା — Countless number
  • ସଂ. ବି. (ଖର୍ବ ଧାତୁ=ଗମନ କରିବା; ଗର୍ବ କରିବା+କର୍ତ୍ତୃ. ଅ) ପୁଷ୍ପବିଶେଷ; ସେବତି ଫୁଲ — Rosa Moschata; muskrose
  • ସଂ. ବି. (ଖର୍ବ ଧାତୁ=ଗମନ କରିବା; ଗର୍ବ କରିବା+କର୍ତ୍ତୃ. ଅ) ଦ୍ୱାଦଶ ସ୍ଥାନର ସଂଖ୍ୟା (ହି. ଶବ୍ଦସାଗର) — The digit at the twelfth place
  • ସଂ. ବିଣ. — ବାମନ; ବାଙ୍ଗରା; ବାଙ୍ଗୁରା — Dwarfish; of short stature
  • ସଂ. ବିଣ. — ଖର୍ବ ହୋଇ ସୁତରରୁ କୁସୁମ ବାଞ୍ଜିଲୁରେ। କବିସୂର୍ଯ୍ୟ. କିଶୋରଚମ୍ପୂ ଖ. ଗୀତ।
  • ସଂ. ବିଣ. — ବିନଷ୍ଟ; ନାଶପ୍ରାପ୍ତ — Destroyed
  • ସଂ. ବିଣ. — ସେହୁ ରାଜ୍ୟରେ ଗଣ୍ଡାର ଉପଦ୍ରବେ ଖର୍ବ ହୋଇଲେ ସର୍ବଦେଶ। ପ୍ରତାପ. ଶଶିସେଣୀ।
  • ସଂ. ବିଣ. — ହ୍ରାସପ୍ରାପ୍ତ — Faded; diminidhed