ଖର୍ବଟ Kharbata

  • ସଂ. ବି. (ଖର୍ବ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ) — ଚାରିଶତ ଗ୍ରାମ ମଧ୍ୟସ୍ଥ ଗ୍ରାମ — A village in the centre of 400 villages
  • ସଂ. ବି. (ଖର୍ବ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ) — ଯେଉଁ ଗ୍ରାମରେ ବଜାର ବା ହାଟ ବସେ, ପାଟଣା — A market-town
  • ସଂ. ବି. (ଖର୍ବ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ) — ବୈକୁଣ୍ଠ ଖର୍ବଟ ପରି, ବିଲୋକିତ ଏକପୁରୀ। ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି. (ଖର୍ବ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ) — ପର୍ବତ ପ୍ରାନ୍ତବର୍ତ୍ତୀ ଗ୍ରାମ — A village at the foot of a hill
  • ସଂ. ବି. (ଖର୍ବ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ) — ଖେଟ ଖର୍ବଟ ବାଟୀବନେ, ଦୁର୍ଗମ ପର୍ବତ କାନନେ। ଜଗନ୍ନାଥ. ଭାଗବତ।
  • ସଂ. ବି. (ଖର୍ବ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ) — [ଦ୍ର—'କରବାଡ଼' ଶବ୍ଦ ଏହି ଶବ୍ଦର ଅପଭ୍ରଷ୍ଟ।]