ଖରେ Khare

  • ଦେ. କ୍ରି. ବିଣ (ସଂ. ଖର) — କ୍ଷିପ୍ରଗତିରେ — Briskly; swiftly
  • ଦେ. କ୍ରି. ବିଣ (ସଂ. ଖର) — ଚାହିଁଦେବା ଖରେ ଠଉରିଲା ବାଳି ବିଜେତା ପ୍ରଣୟ ଦରିତ ଶଙ୍ଖାଳି। ଅଜୟଚନ୍ଦ୍ର ଶେଷବନ୍ଦୀ ଭାରତୀ।
  • ଦେ. କ୍ରି. ବିଣ (ସଂ. ଖର) — ଶୀଘ୍ର — Soon