ଖରୁ Kharu

  • ସଂ. ବିଣ (ଖନ୍ ଧାତୁ+କର୍ତ୍ତୃ. ଉ; ନିପାତନ) — ଧଳା — White
  • ସଂ. ବିଣ (ଖନ୍ ଧାତୁ+କର୍ତ୍ତୃ. ଉ; ନିପାତନ) — ନିର୍ବୋଧ — Foolish; stupid
  • ସଂ. ବିଣ (ଖନ୍ ଧାତୁ+କର୍ତ୍ତୃ. ଉ; ନିପାତନ) — ନିଷ୍ଠୁର — Cruel
  • ସଂ. ବିଣ (ଖନ୍ ଧାତୁ+କର୍ତ୍ତୃ. ଉ; ନିପାତନ) — ନିଷିଦ୍ଧ ବସ୍ତୁ ପାଇଁ ଲାଳାୟିତ — Hankering after prohibited things
  • ସଂ. ବି. ପୁଂ — ଘୋଡ଼ା — Horse
  • ସଂ. ବି. ପୁଂ — ଦାନ୍ତ — Tooth
  • ସଂ. ବି. ପୁଂ — ଗର୍ବ — Pride
  • ସଂ. ବି. ପୁଂ — କାମ; ମଦନ — Cupid
  • ସଂ. ବି. ପୁଂ — ଶିବ; ମହାଦେବ — God Ṡiba
  • ସଂ. ବି. ପୁଂ — ନିଷିଦ୍ଧ ଦ୍ରବ୍ୟ ପ୍ରତି ଆଗ୍ରହ — Desire for prohibited things
  • ସଂ. ବି. ସ୍ତ୍ରୀ — ପତିମ୍ବରା କନ୍ଯା — A girl who chooses her own husband