ଖରନାଦ Kharanāda

  • ସଂ. ବିଣ — ( 6 ଷ୍ଠୀ ତତ୍; ଖର+ନାଦ)—ଗର୍ଦ୍ଦଭର ଧ୍ୱନି — (6ଷ୍ଠୀ ତତ୍; ଖର+ନାଦ)—ଗର୍ଦ୍ଦଭର ଧ୍ୱନି—. The braying of the ass
  • ସଂ. ବିଣ — (କର୍ମଧା) ତୀକ୍ଷ୍ଣ ରାବ — Sharp or shrill sound