ଖରଣସ Kharaṇasa

  • ସଂ. ବିଣ. ଫୁ. (ବ୍ରହୁବ୍ରାହି; ଖର=ତୀକ୍ଷ୍ଣ+ନାସା) — ତୀକ୍ଷ୍ଣନାସିକାଯୁକ୍ତ; ନାକୁଆ — Sharp-nosed; having a tapering nose
  • ସଂ. ବିଣ. ଫୁ. (ବ୍ରହୁବ୍ରାହି; ଖର=ତୀକ୍ଷ୍ଣ+ନାସା) — ଯାହାର ନାକ ଗର୍ଦ୍ଦଭ ନାକ ପରି ଠିଆ — With ears standing erect; ass-eared