ଖବର Khabara

  • ବୈଦେ. ବି. (ଆ. ଖବର୍) — ତତ୍ତ୍ୱାବଧାନ; ଯତ୍ନ — Care; supervision
  • ବୈଦେ. ବି. (ଆ. ଖବର୍) — ବାର୍ତ୍ତା; ସଂବାଦ; ସନ୍ଦେଶ; ସମାଚାର; ବୃତ୍ତାନ୍ତ — News; information; intelligence
  • ବୈଦେ. ବି. (ଆ. ଖବର୍) — ବନ୍ଧୁମାନଙ୍କ ନିକଟକୁ ପ୍ରେରିତ ମୃତ୍ୟୁ ସଂବାଦ — Death-news sent to relations
  • ବୈଦେ. ବି. (ଆ. ଖବର୍) — ସ୍ଥାନାନ୍ତରରୁ ପ୍ରେରିତ ବାର୍ତ୍ତା — News sent from abroad
  • ବୈଦେ. ବି. (ଆ. ଖବର୍) — ଶଙ୍ଖୋଳା; ତତ୍ୱାନୁସନ୍ଧାନ; ତଥ୍ୟ ବୁଝିବା — Enquiry
  • ବୈଦେ. ବିଣ. — ଜ୍ଞାତ — Known
  • ବୈଦେ. ବିଣ. — (ଯଥା—ତାକୁ ଏ କଥା ଖବର ନାହିଁ।)