ଖପୂର Khapūra
- ସଂ. ବି (ଖ=ଇନ୍ଦ୍ରିୟ; ଆକାଶ+ପୃ ଧାତୁ=ପୁଷ୍ଟି କରିବା+ ଅ) — ଗୁବାକ; ଗୁଆ — Betel nut
- ସଂ. ବି (ଖ=ଇନ୍ଦ୍ରିୟ; ଆକାଶ+ପୃ ଧାତୁ=ପୁଷ୍ଟି କରିବା+ ଅ) — ମାଟିର ଘଟ; କଳସ; ମାଠିଆ — Earthen jar
- ସଂ. ବି (ଖ=ଇନ୍ଦ୍ରିୟ; ଆକାଶ+ପୃ ଧାତୁ=ପୁଷ୍ଟି କରିବା+ ଅ) — ପେଟଫମ୍ପା — Flatulence
- ସଂ. ବିଣ — ଅଳସ — Idle