ଖନ୍ଦ Khanda

  • ଦେ. ବି. (ସଂ. କନ୍ଦ=ଖାଦ୍ୟମୂଳ) — ଶସ୍ୟାଦି; ଫସଲ; ଫଳମୂଳାଦି — A harvest; a crop
  • ଦେ. ବି. (ସଂ. କନ୍ଦ=ଖାଦ୍ୟମୂଳ) — ବର୍ଷକର ଫସଲ — Crop of a particular season or year; current year's crop
  • ଦେ. ବି. (ସଂ. କନ୍ଦ=ଖାଦ୍ୟମୂଳ) — ପ୍ରଜାଙ୍କୁ ବୋଇଲା ଏ ବରଷ ଖନ୍ଦ ଖାଅ ଯେତେ ପାରିବ ଚଷି ଘରକୁ ବୋହିନିଅ—ପୀତାମ୍ବର. ନୃସିଂହପୁରାଣ।