ଖନିତ Khanita

  • ସଂ. ବିଣ. (ଖନ ଧାତୁ+କର୍ମ. ତ) — ଯାହା ଖୋଳା ଯାଇଅଛି — Dug; excavated
  • ସଂ. ବିଣ. (ଖନ ଧାତୁ+କର୍ମ. ତ) — ଯାହା ଖୋଳା ଯାଇ ବାହାର କରା ଯାଇଅଛି — Dug out