ଖତ୍ୱା Khatwā

  • ବୈଦେ. ବି. (ଆ) — ମସ୍ଜିଦ୍ରେ ମୁସଲମାନମାନଙ୍କର ଶୁକ୍ରବାର ଦିନ କରାଯିବା ପ୍ରାର୍ଥନା (ଏଥିରେ ରାଜାଙ୍କ ମଙ୍ଗଳ ନିମନ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା ମଧ୍ୟ କରାଯାଏ) — [synonym(s):खतबा]The public prayer of the Mahomedans in a mosque at the Friday service in which they pray to God for the welfare of the sovereign also