ଖଡ୍ଗୀ Khaḍgī

  • ସଂ. ବିଣ (ଖଡ୍ଗ+ଅଛି ଅର୍ଥରେ ଇନ; 1 ମା. 1 ବ.) — ଯେ ଖଣ୍ଡା ଧରିଥାଏ; ଖଡୁଧାରୀ — One who holds a sword; a swordsman
  • ସଂ. ବି — ଶିବ; ମହାଦେବ — God Ṡiba
  • ସଂ. ବି — ଗଣ୍ଡା ପଶୁ — Rhinoceros