ଖଟ୍କା Khaṭkā
- ଦେ. ବି. (ହିନ୍ଦୀ ଖଟ୍କା, ଧ୍ୱନ୍ୟନୁକରଣ, ଖଟ୍ଖଟ୍ ଶବ୍ଦଜ) — କଳହ; ଦ୍ୱନ୍ଦ୍ୱ, ବିବାଦ — Dispute; quarrel
- ଦେ. ବି. (ହିନ୍ଦୀ ଖଟ୍କା, ଧ୍ୱନ୍ୟନୁକରଣ, ଖଟ୍ଖଟ୍ ଶବ୍ଦଜ) — କଷ୍ଟ — Difficulty
- ଦେ. ବି. (ହିନ୍ଦୀ ଖଟ୍କା, ଧ୍ୱନ୍ୟନୁକରଣ, ଖଟ୍ଖଟ୍ ଶବ୍ଦଜ) — ସନ୍ଦେହ — Doubt
- ଦେ. ବି. (ହିନ୍ଦୀ ଖଟ୍କା, ଧ୍ୱନ୍ୟନୁକରଣ, ଖଟ୍ଖଟ୍ ଶବ୍ଦଜ) — ସମସ୍ୟା — Problem
- ଦେ. ବି. (ହିନ୍ଦୀ ଖଟ୍କା, ଧ୍ୱନ୍ୟନୁକରଣ, ଖଟ୍ଖଟ୍ ଶବ୍ଦଜ) — ଆପଣାମାନଙ୍କ ମନରେ ଆଉ ଗୋଟାଏ ଖଟ୍କା ଲାଗିପାରେ। ଫକୀରମୋହନ, ଛମାଣଆଠଗୁଣ୍ଠ।