ଖଟିବା Khaṭibā
- ଦେ. କ୍ରି. (ସଂ. ଖଟ୍ଟ ଧାତୁ=ଆଚ୍ଛାଦନ କରିବା) — ସେବା କରିବା — To render personal service
- ଦେ. କ୍ରି. (ସଂ. ଖଟ୍ଟ ଧାତୁ=ଆଚ୍ଛାଦନ କରିବା) — ଖଟେ ଅଷ୍ଟଦୁର୍ଗନାଥ ତୋ ପଦେ ପହିଲୁରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ. ଖ ଗୀତ।
- ଦେ. କ୍ରି. (ସଂ. ଖଟ୍ଟ ଧାତୁ=ଆଚ୍ଛାଦନ କରିବା) — ବିଶେଷ ପରିଶ୍ରମ କରିବା — To labour hard
- ଦେ. କ୍ରି. (ସଂ. ଖଟ୍ଟ ଧାତୁ=ଆଚ୍ଛାଦନ କରିବା) — ଚାକିରି ସ୍ୱୀକାର କରିବା — To accept service
- ଦେ. କ୍ରି. (ସଂ. ଖଟ୍ଟ ଧାତୁ=ଆଚ୍ଛାଦନ କରିବା) — ଖଟିଥିବ ଗୁଣଚିହ୍ନା ନରପତି ପାଶ—ଢଗ।
- ଦେ. କ୍ରି. (ସଂ. ଖଟ୍ଟ ଧାତୁ=ଆଚ୍ଛାଦନ କରିବା) — ପ୍ରଯୁଜ୍ୟ ହେବା — To fit; to suit
- ଦେ. କ୍ରି. (ସଂ. ଖଟ୍ଟ ଧାତୁ=ଆଚ୍ଛାଦନ କରିବା) — କାର୍ଯ୍ୟ କରିବା — To work
- ଦେ. କ୍ରି. (ସଂ. ଖଟ୍ଟ ଧାତୁ=ଆଚ୍ଛାଦନ କରିବା) — ସ୍ୱାମୀର ସେବା ଅର୍ଥରେ ଅର୍ଥାତ୍ ସ୍ତ୍ରୀ ରଜସ୍ୱଳା ହୋଇ ସର୍ବ ପ୍ରଥମେ ସ୍ୱାମୀ ଘରକୁ ଯାଇ ସ୍ୱାମୀଙ୍କ ସଙ୍ଗେ ସଂସାର କରିବା; ପହିଲିପାଳି ଯିବା — (said of a girl) To be with the husband after puberty
- ଦେ. କ୍ରି. (ସଂ. ଖଟ୍ଟ ଧାତୁ=ଆଚ୍ଛାଦନ କରିବା) — (ମେହେନ୍ତରାଣୀ ପାଇଖାନାକୁ)— ସାଫ କରିବା; ପାଇଖାନା ଖଟିବା — (said of a sweeper woman) To sweep the latrine clean
- ଦେ. କ୍ରି. (ସଂ. ଖଟ୍ଟ ଧାତୁ=ଆଚ୍ଛାଦନ କରିବା) — ଭୃତ୍ୟ ପରି ଆଜ୍ଞାବହ ହେବା — To wait on another like a servant
- ଦେ. କ୍ରି. (ସଂ. ଖଟ୍ଟ ଧାତୁ=ଆଚ୍ଛାଦନ କରିବା) — ମିଳିବା; ଯୁଟିବା — To be obtained; to be had
- ଦେ. କ୍ରି. (ସଂ. ଖଟ୍ଟ ଧାତୁ=ଆଚ୍ଛାଦନ କରିବା) — ଯେ ପ୍ରାଣୀ ଅତି କର୍ମହୀନ କର୍ମେ ନ ଘଟେ ତାକୁ ଅନ୍ନ। ଭୂପତି, ପ୍ରେମପଞ୍ଚାମୃତ।