ଖଞ୍ଜ Khan̄ja
- ସଂ. ବିଣ. (ଖଞ୍ଜ ଧାତୁ= ଛୋଟେଇ ଚାଲିବା+କର୍ତ୍ତୃ. ଅ) — ଛୋଟା; ଲେଙ୍ଗେଡ଼ା; ବିକଳ ପଦ — Lame; cripple; limping
- ସଂ. ବିଣ. (ଖଞ୍ଜ ଧାତୁ= ଛୋଟେଇ ଚାଲିବା+କର୍ତ୍ତୃ. ଅ) — ବନେ ଗଲା ଖଞ୍ଜରାଟ ଖଞ୍ଜ ଆଗେ ବହି ଯେ। ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି — ଏକପ୍ରକାର ରୋଗ ଯଦ୍ଦ୍ୱାରା ମନୁଷ୍ୟର ଗୋଡ଼ ଅଚଳ ହୋଇ ମନୁଷ୍ୟ ଚାଲିବାକୁ ଅସମର୍ଥ ହୁଏ — (ହି—ଶବ୍ଦସାଗର)
- ସଂ. ବି — ଦେ. ବି
- ସଂ. ବି — ଉପାୟ — Means
- ସଂ. ବି — ଯହୁଁକି ଯେମନ୍ତେ ସାଜେ ଲଗାଇଛି ଖଞ୍ଜ। ପ୍ରାଚୀ—ବ୍ରହ୍ମନିରୂପଣ ଗୀତା
- ସଂ. ବି — ଅବସର; ସୁବିଧା — Opportunity; convenience
- ସଂ. ବି — ସୂତ୍ର; କୌଶଳ — Artifice; secret contrivance
- ସଂ. ବି — ଗୋପନୀୟ ଉପାୟ — Secret means
- ସଂ. ବି — ଓର — Suitable opportunity or opening
- ସଂ. ବି — ସଜିଲ — Preparation
- ସଂ. ବି — ଢଙ୍ଗ; ପ୍ରକାର — Mode; manner