ଖଜ Khaja
- ସଂ. ବି (ଖଜ ଧାତୁ=ମନ୍ଥନ କରିବା+କର୍ତ୍ତୃ. ଅ) — ମନ୍ଥନ— ଦଣ୍ଡ; ଖୁଆ — Churning stick; churner
- ସଂ. ବି (ଖଜ ଧାତୁ=ମନ୍ଥନ କରିବା+କର୍ତ୍ତୃ. ଅ) — ଅଣକ — A ladle or spoon
- ସଂ. ବି (ଖଜ ଧାତୁ=ମନ୍ଥନ କରିବା+କର୍ତ୍ତୃ. ଅ) — (+ଭାବ. ଅ) ଆଲୋଡ଼ନ — Stiring; agitating
- ସଂ. ବି (ଖଜ ଧାତୁ=ମନ୍ଥନ କରିବା+କର୍ତ୍ତୃ. ଅ) — ମନ୍ଥନ — Churning
- ସଂ. ବି (ଖଜ ଧାତୁ=ମନ୍ଥନ କରିବା+କର୍ତ୍ତୃ. ଅ) — ଯୁଦ୍ଧ — War