ଖଚଡ଼ Khachaṟḍ̠a
- ଦେ. ବି (ସଂ. ଖେସର=ଘୋଡ଼ା; ସଂ. ଅଶ୍ୱଖରଜ= ଖଚର) — ଘୋଡ଼ା ଓ ଗଧ ସଙ୍ଗମରେ ଉତ୍ପନ୍ନ ଜୀବ; ଅଶ୍ୱତର — Mule
- ଦେ. ବି (ସଂ. ଖେସର=ଘୋଡ଼ା; ସଂ. ଅଶ୍ୱଖରଜ= ଖଚର) — [ଦ୍ର—ଏମାନେ ସାଧାରଣତଃ ଭାରି କଷ୍ଟସହିଷ୍ଣୁ ଓ ଦୁଷ୍ଟ ହୁଅନ୍ତି।]
- ବୈଦେ. ବିଣ. (ଫା. ଖଚ୍ଚଡ଼; ତୁଳ.ସଂ. କଚ୍ଛୁର—ପରସ୍ତ୍ରୀଗାମୀ) — (ଗାଳିବିଶେଷ, ସଙ୍କର; ଦୋମିଶା; ଦୋନୋସଲା — A person of mixed descent; hybrid
- ବୈଦେ. ବିଣ. (ଫା. ଖଚ୍ଚଡ଼; ତୁଳ.ସଂ. କଚ୍ଛୁର—ପରସ୍ତ୍ରୀଗାମୀ) — ବଗୁଲିଆ; ଅତି ଦୁଷ୍ଟ — Very wicked; wanton; mean
- ବୈଦେ. ବିଣ. (ଫା. ଖଚ୍ଚଡ଼; ତୁଳ.ସଂ. କଚ୍ଛୁର—ପରସ୍ତ୍ରୀଗାମୀ) — ଅଶ୍ଳୀଳ; ଛୋକାରିଆ — Indecent
- ବୈଦେ. ବିଣ. (ଫା. ଖଚ୍ଚଡ଼; ତୁଳ.ସଂ. କଚ୍ଛୁର—ପରସ୍ତ୍ରୀଗାମୀ) — ଦୁଷ୍ଟସ୍ୱଭାବ; ନଷ୍ଟଚରିତ୍ର — Vicious; immoral
- ବୈଦେ. ବିଣ. (ଫା. ଖଚ୍ଚଡ଼; ତୁଳ.ସଂ. କଚ୍ଛୁର—ପରସ୍ତ୍ରୀଗାମୀ) — ଅନ୍ୟମନସ୍କ — Inattentive; of a roving mind