ଖଙ୍କା Khaṅkā

  • ଦେ. ବିଣ—(ସଂ.କଙ୍କ; କଙ୍କାଳ) — ଶୂନ୍ଯ — Empty
  • ଦେ. ବିଣ—(ସଂ.କଙ୍କ; କଙ୍କାଳ) — ତୁଚ୍ଛା; ଫମ୍ଫା — Hollow
  • ଦେ. ବିଣ—(ସଂ.କଙ୍କ; କଙ୍କାଳ) — ଭୋକିଲା — Empty-bellied
  • ଦେ. ବିଣ—(ସଂ.କଙ୍କ; କଙ୍କାଳ) — ଅର୍ଥଶୂନ୍ଯ; ଧନହୀନ — Penniless; empty handed