ଖଗୋଳ Khagoḻa

  • ସଂ. ବି.—(ଖ=ଆକାଶ+ଗୋଳ=ମଣ୍ଡଳ) — ଆକାଶ— ମଣ୍ଡଳ — The celestial sphere
  • ସଂ. ବି.—(ଖ=ଆକାଶ+ଗୋଳ=ମଣ୍ଡଳ) — ଆକାଳମଣ୍ଡଳରେ କଳ୍ପିତ ସୌରଜଗତ — The solar system
  • ସଂ. ବି.—(ଖ=ଆକାଶ+ଗୋଳ=ମଣ୍ଡଳ) — ଆକାଶରେ ପ୍ରତିରୂପକ କୃତ୍ରିମ ଗୋଳକ — The celestial globe