ଖଏରଖା Khaerkhā

  • ଦେ. ବିଣ. (ଆ. ଖୈର୍ଖାହ; ଖୈର୍=ଆଚ୍ଛା; ଭଲ) — ଶୁଭାକାଂକ୍ଷୀ — Well-wisher
  • ଦେ. ବିଣ. (ଆ. ଖୈର୍ଖାହ; ଖୈର୍=ଆଚ୍ଛା; ଭଲ) — ବଡ଼ ଲୋକଙ୍କ ମୁଖନିଃସୃତ ସବୁ କଥାରେ ଯେ 'ଆଚ୍ଛା' 'ଆଚ୍ଛା' ବା 'ହଁ ହଁ' ମାରେ, ଯେ ସବୁ କଥାରେ 'ହାଁ ଜୀ' 'ହାଁ ଜୀ' କରେ — Toady; hanger-on