ଖଇରା Khairā
- ଦେ. ବିଣ. (ସଂ. ଖଦିର) — ଖଦିର ବା ଖଇରରଙ୍ଗବିଶିଷ୍ଟ — Sepia coloured
- ଦେ. ବିଣ. (ସଂ. ଖଦିର) — ଧଳା ଓ କଳାମିଶା ପାଣ୍ଡୂର — Gray
- ପ୍ରାଦେ. (ସମ୍ବଲପୁର)—ବି. — ଖଦିର ପ୍ରସ୍ତୁତ କରିବା ନୀଚଜାତିବିଶେଷ — A caste manufacturing Catechu
- ପ୍ରାଦେ. (ବାଲେଶ୍ୱର) ବି. (ତୁ. ବଂ. ଖୟରା) — ଏକପ୍ରକାର ମଧୁରମାଛ; ମାକେନ୍ଦିମାଛ — A species of fresh water-fish