ଖଁ ଖଁ Khañ khañ

  • ଦେ. (ଧ୍ୱନ୍ୟନୁକରଣ) ଅ—(ତୁଳ. ସଂ. ଖକ୍ଖ ଧାତୁ=ହସିବା) — ମୃଦୁ କାଶଜନିତ କଣ୍ଠ ଧ୍ୱନି — Contnuous sound of coughing
  • ଦେ. (ଧ୍ୱନ୍ୟନୁକରଣ) ଅ—(ତୁଳ. ସଂ. ଖକ୍ଖ ଧାତୁ=ହସିବା) — [ଦ୍ର—ଉପର୍ଯ୍ୟୁପରି କାଶିବା ଓ ଖେଙ୍କିବା ବିଷୟକୁ ଲକ୍ଷ କରି ଅନୁକରଣ ଅବ୍ଯୟ ରୂପେ ଖଁ ଖଁ, ଖଁ ଖାଁ, ଖିଁ ଖିଁ, ଖେଁ ଖେଁ, ଖୋଁ ଖୋଁ, ଖେଁ ଖାଁ, ଖୁଁ ଖାଁ, ଖୋଁ ଖାଁ ପ୍ରଭୃତି ଶବ୍ଦମାନ ବ୍ଯବହୃତ ହୁଏ; ଖଁ ଖଁ ଶବ୍ଦ ଖୁଁ ଖୁଁ ଅପେକ୍ଷା ଉଚ୍ଚତର।]