କଡ଼ତା Kaṟḍ̠atā

  • ଦେ. ବି — ପାସଙ୍ଗ; କୌଣସି ବସ୍ତୁକୁ ତରାଜୁରେ ବଟକରା ପକାଇ ଓଜନ କରିବା ପୂର୍ବରୁ ତରାଜୁ ଦଣ୍ଡକୁ ସମଭାବରେ ରଖିବା ନିମନ୍ତେ ଯେଉଁ ପଥର ବା ମାଟିଖଣ୍ଡମାନ ଦିଆଯାଏ — Bits of stone or clods of earth put on one of the pans of a scale to make the scale-beam perfectly horizontal before weighing a thing