କ୍ଷୟଣ Kshayaṇa
- ସଂ. ବି. (କ୍ଷି ଧାତୁ+ଭାବ ଅନ) — ବିନାଶକରଣ — Destroying
- ସଂ. ବି. (କ୍ଷି ଧାତୁ+ଭାବ ଅନ) — କ୍ଷୟକରଣ — Deminishing
- ସଂ. ବି. (କ୍ଷି ଧାତୁ+ଭାବ ଅନ) — ନିଷ୍ଫଳ ଜଳାଧାର — A place with calm water
- ସଂ. ବି. (କ୍ଷି ଧାତୁ+ଭାବ ଅନ) — ଉପସାଗର — Bay
- ସଂ. ବି. (କ୍ଷି ଧାତୁ+ଭାବ ଅନ) — ତିନି ଆଡ଼େ ସ୍ଥଳବେଷ୍ଟିତ ପୋତାଶ୍ରୟ — Harbour
- ସଂ. ବି. (କ୍ଷି ଧାତୁ+ଭାବ ଅନ) — ନିବାସ; ଗୃହ — Abode; habitation