କ୍ଷୋମ Kshoma

  • ସଂ. ବି (କ୍ଷୁ ଧାତୁ+ମନ୍) — ଘର ଉପରେ ଥିବା ଘର; ଚନ୍ଦ୍ରଶାଳା — A room at the top of a house
  • ସଂ. ବି (କ୍ଷୁ ଧାତୁ+ମନ୍) — ବୁଣା ରେସମ; ପାଟ — Woven silk
  • ସଂ. ବିଣ — କ୍ଷୌମ (ଦେଖ) — Ksha̲u̲ma (See)