କ୍ଷେତ Ksheta
- ଦେ. ବି. (ସଂ. କ୍ଷେତ୍ର) — ଶସ୍ୟାଦି ଉତ୍ପାଦନ କରିବା ସକାଶେ କର୍ଷିତ ଭୂମିଖଣ୍ଡ; ବିଲ — Field for raising crops
- ଦେ. ବି. (ସଂ. କ୍ଷେତ୍ର) — କୃଷି — Agriculture
- ଦେ. ବି. (ସଂ. କ୍ଷେତ୍ର) — ଫସଲ — Crop
- ଦେ. ବି. (ସଂ. କ୍ଷେତ୍ର) — (ଯଥା—ଏ ବର୍ଷ କ୍ଷେତ ଭଲ ହୋଇ ନାହିଁ।)
- ଦେ. ବି. (ସଂ. କ୍ଷେତ୍ର) — କୌଣସି ବସ୍ତୁ ବିଶେଷତଃ ଘୋଡ଼ା, ଗୋରୁ ଆଦି ଉତ୍ପନ୍ନ ହେବାର ସ୍ଥାନ — Place or country where different breeds of horse or cattle grow
- ଦେ. ବି. (ସଂ. କ୍ଷେତ୍ର) — (ଯଥା—ଏ ତଟୁ ଭଲ କ୍ଷେତର ଘୋଡ଼ା।)