କ୍ଷୁତ Kshuta

  • ସଂ. ବି. (କ୍ଷୁ ଧାତୁ+ ଭାବ. କ୍ୱିପ୍+ଅ) — ଛିଙ୍କ — Sneezeng
  • ସଂ. ବି. (କ୍ଷୁ ଧାତୁ+ ଭାବ. କ୍ୱିପ୍+ଅ) — (+କତ୍ତୃ. ଅ) ରାଇସୋରିଷ — Black mustard
  • ସଂ. ବିଣ. ପୁଂ — ଯେ ଛିଙ୍କି ଅଛି — One who has sneezed